# October Romance, November Reunion! | Movies That Celebrate Love & Second Chances | E3 Episode 151

Free with YouTube's ads, posted by Argus News.

October Romance, November Reunion! | Movies That Celebrate Love & Second Chances | E3 Episode 151 କ୍ଟୋବରରେ ପ୍ରେମ, ନଭେମ୍ବରରେ ମିଳନ! ❤️💕 ପ୍ରେମ ଓ ପୁନର୍ମିଳନର ସିନେମା | E3 Episode 151

❤️ ପ୍ରେମର ଋତୁ, ରୋମାନ୍ସର କାହାଣୀ ଆଉ ମିଳନର ମିଠା ଅନୁଭୂତି!

କେବେ ପ୍ରେମ, କେବେ ଅଭିମାନ, ଆଉ କେବେ ବିଚ୍ଛେଦ ପରେ ପୁଣିଥରେ ମିଳନ! ଏହି ଏପିସୋଡ୍‌ରେ ମନେ ପକାଇବା କିଛି ଚିରସବୁଜ ପ୍ରେମ କାହାଣୀ, ଯାହା ଆଜି ବି ଦର୍ଶକଙ୍କ ହୃଦୟରେ ଜୀବନ୍ତ।

'ଦିଲ୍ ହୈ କି ମାନତା ନହିଁ', 'ମୈନେ ପ୍ୟାର୍ କିୟା' ଏବଂ 'ଚକା ଭଉଁରୀ' ଭଳି ସିନେମାରେ ପ୍ରେମର ଭିନ୍ନ ଭିନ୍ନ ରଙ୍ଗକୁ ଉପଭୋଗ କରନ୍ତୁ।

❤️ Love, Emotions, Separation & The Magic of Reunion!

From the sweetness of falling in love to the pain of separation and the joy of finding each other again, cinema has always celebrated the beautiful shades of love.

This episode takes you on a nostalgic romantic journey through timeless love stories and unforgettable films like Dil Hai Ki Manta Nahin, Maine Pyar Kiya and Chaka Bhaunri

Relive the romance, emotions and unforgettable moments that made these films special!

💕 October Romance, November Reunion!

🎬 E3 | Episode 151

#argusnews #e3 #e3episode151 #octoberromance #novemberreunion #LoveStories #OdiaCinema #BollywoodRomance #ClassicLoveStories #e3argusnews #e3argusentertainment

'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।

- What it is: Full episode
- Series: [Full episodes from Argus News](https://invisiblenetwork.ai/library/rights-holders/series/5681d1ca6d8e)
- Previous episode: [Bullets, Gangs & Gangsters: The Untold Stories! | E3 Episode 149 | Odia Cinema | Argus News](https://invisiblenetwork.ai/watch/rights-holders/ZjRXbEGnqFU)
- Length: 22 min
- Shown live: Tue 17 Nov 2026, 01:00 UTC
- Rights holder: [Argus News Odia](https://argusnews.in/) (its site links the channel: https://argusnews.in/)
- Channel: [Argus News](https://www.youtube.com/channel/UCwBK7Cdk0wq8rCjxcvaoHzg)
- Plays: Wherever YouTube plays: its rights holder sets no limit
- Who can watch here: Adult profiles and older (no rating is recorded on YouTube, so adults only)
- Made for kids: No, as YouTube designates it
- On YouTube: [Watch on YouTube](https://www.youtube.com/watch?v=sMR5koO_qHA)

It plays in YouTube's embedded player on its page here, loaded only when Play is pressed; YouTube's Terms of Service (https://www.youtube.com/t/terms) and Google's Privacy Policy (https://policies.google.com/privacy) apply to it.
