# Odisha Flood Management: CS Anu Garg Addresses Press Over Dam Water Release | Argus News

Free with YouTube's ads, posted by Argus News.

Odisha Flood Management: CS Anu Garg Addresses Press Over Dam Water Release | Argus News

ବନ୍ୟା ପରିଚାଳନା ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଟିପ୍ପଣୀ ଉପରେ ସ୍ପଷ୍ଟୀକରଣ ରଖି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଡ୍ୟାମ୍ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ୬୦ ରୁ ୬୫ ପ୍ରତିଶତ ଜଳ ନିଷ୍କାସନ କରାଯାଇଥିଲା। ଲଗାତାର ୩ ଦିନ ଧରି ଅଭୂତପୂର୍ବ ବର୍ଷା ଏବଂ ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମିମି ରେକର୍ଡ ବର୍ଷା ଯୋଗୁଁ ସ୍ଥିତି ଜଟିଳ ହୋଇଥିଲା, ଯାହାକି ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ବାହାରେ ଥିଲା। ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରେ ୧୦୦ ପ୍ରତିଶତ ବିଦ୍ୟୁତ୍ ପୁନରୁଦ୍ଧାର ସହ କେନାଲ, ପାଇପ୍‌ଲାଇନ୍ ଓ ନଳକୂପ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ସେ ସୂଚନା ଦେଇଛନ୍ତି।

#OdishaNews #OdiaNews #BreakingNews #ArgusNews #AnuGarg #ChiefSecretaryOdisha #OdishaFlood #DamWaterRelease #SureshMahapatra #PatrapurRainfall #FloodManagement #WaterResources #OdishaGovernment #PressConference #GroundReport

----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।

Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.

Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates

**** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook:…

- What it is: Recorded live
- Length: 16 min
- Shown live: Wed 11 Nov 2026, 08:14 UTC
- Rights holder: [Argus News Odia](https://argusnews.in/) (its site links the channel: https://argusnews.in/)
- Channel: [Argus News](https://www.youtube.com/channel/UCwBK7Cdk0wq8rCjxcvaoHzg)
- Plays: Wherever YouTube plays: its rights holder sets no limit
- Who can watch here: Adult profiles and older (no rating is recorded on YouTube, so adults only)
- Made for kids: No, as YouTube designates it
- On YouTube: [Watch on YouTube](https://www.youtube.com/watch?v=hWlkXjZvrb8)

It plays in YouTube's embedded player on its page here, loaded only when Play is pressed; YouTube's Terms of Service (https://www.youtube.com/t/terms) and Google's Privacy Policy (https://policies.google.com/privacy) apply to it.
